mexican navy

ମେକ୍ସିକୋ ଉତ୍ତର ଆମେରିକାରେ ଥିବା ଏକ ଦେଶ। ଏହି ଦେଶର ପୁରାତନ ଅଧିବାସିମାନଙ୍କର ଚଳଣି ଉପରେ ଅନୁସନ୍ଧାନ କରିବାଦ୍ୱାରା ମିଳିଥିବା ତଥ୍ୟ ଅନୁସାରେ ସେମାନେ ମୁଖ୍ୟତ ଶୀକାର ଉପରେ ନିରଭର କରୁଥିଲେ।
  • ରାଜଧାନୀ and largest city: Mexico City
  • ବୃହତ୍ତମ ସହର: Mexico City
  • ସରକାରୀ ଭାଷା: None at federal level
  • National language: Spanish
  • ଜାତୀୟତା: Mexican
  • Government: Federal presidential · constitutional republic
  • ବିଧାନ ମଣ୍ଡଳ: Congress
ଠାରୁ ଡାଟା: or.wikipedia.org